Loading...

Singhari Shyamsundar Kar Jayanti 2025

  • Date : 06-03-2025
  • Venue : Utkal Rangamancha, Bhubaneswar
  • Watch this space for more updates

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଦ୍ୱାରା ଓଡିଶୀ ସଂଗୀତର ଆଦିଗୁରୁ ସିଂହାରୀ ଶ୍ୟାମସୁନ୍ଦର କରଙ୍କ ୧୧୭ ତମ ଜୟନ୍ତୀ ଅବସରରେ ଓଡିଶୀ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ "ଓଡିଶୀ ଆସର" ତା ୦୬.୦୩.୨୦୨୫ ରିଖ ସନ୍ଧ୍ୟାରେ ଗବେଷଣା କେନ୍ଦ୍ର ପରିସର ସ୍ଥିତ "ଉତ୍କଳ ରଙ୍ଗମଞ୍ଚ" ପ୍ରେକ୍ଷାଳୟରେ ଆୟୋଜିତ ହୋଇଥିଲା l 

..

GKCMORC

For promoting and propagating the Odissi Dance Form and Odissi Music and conducting Research in various facets of this rich cultural heritage of the State.

© GKCMORC. All Rights Reserved.