ଶ୍ରୀଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
-
Date : 30-04-2025
- Venue : Utkal Rangamancha, Bhubaneswar
-
Watch this space for more updates
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ରର ମିଳିତ ସହଯୋଗରେ ଶ୍ରୀ ଜୟଦେବଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ତା. ୩୦.୦୪.୨୦୨୫ ରିଖ ଅପରାହ୍ନ ୪.୩୦ ମିନିଟ୍ ସମୟରେ ଗବେଷଣା କେନ୍ଦ୍ର ପରିସରସ୍ଥିତ ପ୍ରେକ୍ଷାଳୟ ଉତ୍କଳ ରଙ୍ଗମଞ୍ଚରେ ଆୟୋଜିତ ହୋଇଥିଲା l